This browser does not support the video element.
କଣ୍ଟାମାଳ: ପୁଟାକେତା ମେଟାକାନି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଚାଳକ
Kantamal, Boudh (Bauda) | Sep 5, 2025
ଶୁକ୍ରବାର କଣ୍ଟାମାଳ ଥାନା ବରଗାଁ-ନାରାୟଣ ପ୍ରଧାନ ରାସ୍ତାର ବରଗାଁ ସନ୍ନିକଟ ପୁଟାକେତା ମେଟାକାନି ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି | ଫଳରେ ଟ୍ରାକ୍ଟର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଟ୍ରାକ୍ଟରଟି ନାରାୟଣ ପ୍ରସାଦ ଗ୍ରାମର ଓ ଟ୍ରାକ୍ଟର ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରୁ 10 ଫୁଟ ତଳକୁ ଧାନ ବିଲ ମଧ୍ୟକୁ ଖସି ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା |