Download Now Banner

This browser does not support the video element.

ବରୀ ରାମଚନ୍ଦ୍ରପୁର: ଯାଜପୁର ଟାଉନ ସ୍ଥିତ ମା ବିରଜାଙ୍କ ପୀଠ ସମେତ ବିଭିନ୍ନ ଦୁର୍ଗା ପୂଜା ମଣ୍ଡପକୁ ସୋମବାର ସାଂସଦଙ୍କ ଗସ୍ତ,ମା ଙ୍କ ଦର୍ଶନ କରିବା ସହିତ ଆଶିଷ

Bari Ramachandrapur, Jajpur | Sep 29, 2025
ଯାଜପୁର ଟାଉନ ସ୍ଥିତ ମା ବିରଜାଙ୍କ ପୀଠ ସମେତ ବିଭିନ୍ନ ଦୁର୍ଗା ପୂଜା ମଣ୍ଡପକୁ ସୋମବାର ସାଂସଦଙ୍କ ଗସ୍ତ,ମା ଙ୍କ ଦର୍ଶନ କରିବା ସହିତ ଆଶିଷ ଲାଭ କରିଛନ୍ତି l ଆଜି ମା ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା ଓ ବିଭିନ୍ନ ମା ଦୁର୍ଗାଙ୍କ ମଣ୍ଡପରେ ସପ୍ତମୀ ପୂଜା ଶେଷ ହେଇଛି l ଏହି ପରିପକ୍ଷରେ ଆଜି ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ପ୍ରଥମେ ମା ବିରଜାଙ୍କ ଦର୍ଶନ କରିବା ପରେ ବିଭିନ୍ନ ମା ଦୁର୍ଗାଙ୍କ ପୂଜା ମଣ୍ଡପକୁ ଗସ୍ତ କରିଥିଲେ l ସାଂସଦ ଶ୍ରୀ ବେହେରାଙ୍କ ଏହି ଗସ୍ତ ସମୟରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us