Install App
nuapdanewz
This browser does not support the video element.
ନୂଆପଡା: ନୂଆଗାଁରେ ଭୋଇ ପରିବାର ପକ୍ଷରୁ ଆନନ୍ଦ ଉଲ୍ଲାସର ସହ ନୂଆଖାଇ ପାଳିତ
Nuapada, Nuapada | Aug 28, 2025
କୋମନା ବ୍ଲକ ନୂଆଗାଁରେ ଆଜି ଭୋଇ ପରିବାର ପକ୍ଷରୁ ଗଣପର୍ବ ନୂଆଖାଇକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥିଲା। ଭାଇଚାରାର ଏହି ମହାନ ପର୍ବକୁ ଭୋଇ ପରିବାରର ସଦସ୍ୟ ମାନେ ଏକତ୍ରିତ ହୋଇ ପାଳନ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!