This browser does not support the video element.
ଯାଜପୁର: ଯାଜପୁର ରୋଡ ଥାନା ଗଣେଶ ବଜାର ନିକଟରେ କୌଣସି ଘଟଣାକୁ ନେଇ ଯୁବକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ,ଦୁଇଜଣ ଆହତ
Jajapur, Jajpur | Sep 12, 2025
ଯାଜପୁର ରୋଡ ଥାନା ଗଣେଶ ବଜାର ନିକଟରେ କୌଣସି ଘଟଣାକୁ ନେଇ ଯୁବକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ,ଦୁଇଜଣ ଆହତ l ଗଣେଶ ବଜାର ସ୍ଥିତ ଏକ ଘରେ କିଛି ଯୁବକ କୌଣସି ଘଟଣାକୁ ନେଇ ପାଟିତୁଣ୍ଡ ଲାଗିଥିଲେ l ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମାରପିଟ ପରିସ୍ଥିତି ସୃଷ୍ଟି ହେଇଥିଲା l ଏହି ଘଟଣା ଫକରେ ଜଣେ ଯୁବତୀ ଓ ଯୁବକ ଆହତ ହେଇଥିଲେ l ଦୁଇଜଣ ଆହତ ହେବାକୁ ଦେଖି ସାଥିରେ ଥିବା ଯୁବକ ମାନେ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ l