Download Now Banner

This browser does not support the video element.

ପାରଳାଖେମୁଣ୍ଡି: ବୁରୁଡିଂ ଗ୍ରାମରେ ବେଥେଲ ଭବନ ଅତିରିକ୍ତ ଗୃହ ଉଦଘାଟନ କଲେ ପାରଳା ବିଧାୟକ ରୁପେସ ପାଣିଗ୍ରାହୀ

Paralakhemundi, Gajapati | Sep 6, 2025
ବୁରୁଡିଂ ଗ୍ରାମରେ ବେଥେଲ ଭବନ ଅତିରିକ୍ତ ଗୃହ ଉଦଘାଟନ କଲେ ପାରଳା ବିଧାୟକ ରୁପେସ ପାଣିଗ୍ରାହୀ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ପଞ୍ଚାୟତ ଅନ୍ତର୍ଗତ ବୁରୁଡ଼ିଂ ଗ୍ରାମ ଠାରେ ଆଜି ବେଥେଲ ଭବନ ବୁରୁଡିଂ ଏରିଆ କାର୍ଯ୍ୟାଳୟର ଅତିରିକ୍ତ ଗୃହ ଏବଂ ଗେଟ୍ ଉଦଘାଟନ କଲେ ମାନ୍ୟବର ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ । ଉଦଘାଟନୀ ଉତ୍ସବରେ ବିଧାୟକ ଙ୍କ ସମେତ ଜିଲ୍ଲା ପରିଷଦ ଅଧକ୍ଷ ଗାବରା ତିରୁପତି ରଓ, ପାଷ୍ଟର ରେଭ. ଟି.ଗମାଙ୍ଗ, ଗୁମ୍ମା ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଗୁମ୍ମା ବି.ଡି.ଓ ଦୁଲାରାମ୍ ମାରାଣ୍ଡି, ତରାଭା ସରପଞ୍ଚ ଜେବେଦି ଗମଙ୍ଗ, ସମିତି ସଭ୍ୟ ଶ୍ର
Read More News
T & CPrivacy PolicyContact Us