Install App
sambalpurupdate
This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଗ୍ରୀନ ପାର୍କ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀରାମ ବିଜୟ ଦଶମୀ କର୍ମକର୍ତା ଙ୍କ ବୈଠକ ଅନୁଷ୍ଠିତ
Sambalpur M, Sambalpur | Aug 28, 2025
ଆଜି ସମ୍ବଲପୁର ଗ୍ରୀନ ପାର୍କ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀଙ୍କ ଉପସ୍ଥିତିରେ ଶ୍ରୀରାମ ବିଜୟ ଦଶମୀ ମହୋତ୍ସବ ସମିତିଙ୍କ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଲା । ଆସନ୍ତା ଦିନରେ ହେବାକୁ ଯାଉଥିବା ଶ୍ରୀରାମ ଲୀଳା ଓ ରାବଣ ଦହନକୁ ଭବ୍ୟ ଓ ଆୟୋଜିତ ଭାବରେ କିପରି କରାଯାଇପାରିବ, ସେଥିପାଇଁ ପଥରୁଢ଼ ବିଷୟରେ ବିସ୍ତୃତ ଆଲୋଚନା କରାଗଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!