Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭାଗବତ ଜନ୍ମ ଏବଂ ଚନ୍ଦ୍ର ଗ୍ରହଣ ପ୍ରସଙ୍ଗରେ ଭୁବନେଶ୍ୱର ଜୟଦେବ ଭବନରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ

Bhubaneswar M Corp, Khordha | Sep 7, 2025
ଆଜି ଭାଗବତ ଜନ୍ମ ଓ ଚନ୍ଦ୍ର ଗ୍ରହଣ ଏନେଇ ବରିଷ୍ଠ ନେତା ସୁରେଶ ରାଉତରାୟ ନିଜ ମତାମତ ରଖିଛନ୍ତି | ସେ କହିଛନ୍ତି ଭାଦ୍ରବ ପୂର୍ଣ୍ଣିମା ତଥା ଭାଗବତ ଜନ୍ମ । ପୌରାଣିକ କଥା ଅନୁସାରେ ମୃତ୍ୟୁ ଭୟରୁ ରାଜା ପରୀକ୍ଷିତଙ୍କୁ ଉଦ୍ଧାର କରିବାକୁ ଶୁକମୁନି ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ଯେଉଁ ଅମୃତ ଆଖ୍ୟାନ ସାତଦିନ ଧରି ଶୁଣାଇଥିଲେ ତାହା ହେଉଛି "ଶ୍ରୀମଦ୍ ଦ୍ଭାଗବତ" | ଏବଂ ଚନ୍ଦ୍ର ଗ୍ରହଣ ନୀତି ପାଳନ କରିବାକୁ ମଧ୍ୟ ସେ କହିଛନ୍ତି |
Read More News
T & CPrivacy PolicyContact Us