Install App
deogarhupdate
This browser does not support the video element.
ଦେବଗଡ: ଗଣେଶ ମେଳା ପରିଚାଳନା ନିମନ୍ତେ ପୋଲିସର ପ୍ରସ୍ତୁତି ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପ୍ରତିକ୍ରିୟା ଦେଲେ ଆରକ୍ଷୀ ଅଧିକ୍ଷକ
Debagarh, Debagarh (Deogarh) | Aug 25, 2025
ଦେବଗଡ ଗଣେଶ ମେଳା ଶାନ୍ତି ଶୃଙ୍ଖଳାରେ ପରିଚାଳନା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି ଦିନ ପ୍ରାୟ 1 ଟାରେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଶାନ୍ତି ଶୃଙ୍ଖଳା ପାଇଁ 5 ପ୍ଲାଟୁନ ପୋଲିସ ସହିତ, ପୋଲିସ ଅଧିକାରୀ ନିଯୁକ୍ତ କରାଯିବ।
Share
Read More News
T & C
Privacy Policy
Contact Us
Your browser does not support JavaScript!