Download Now Banner

This browser does not support the video element.

କଟକ ପୌରାଞ୍ଚଳ: ମଧୁପାଟଣା ଥାନା ଅଧୀନରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ

Cuttack M Corp PS, Cuttack | Aug 23, 2025
କଟକ ମଧୁପାଟଣା ଥାନା ଅଧୀନରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ମାମଲାରେ ଜଣକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ଜଗନ୍ନାଥ ରାଉତ। ଏ ନେଇ ଶନିବାର ରାତି ୮.୪୫ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ଅଭିଯୁକ୍ତକୁ ଆଜି ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
Read More News
T & CPrivacy PolicyContact Us