Download Now Banner

This browser does not support the video element.

ପାରଳାଖେମୁଣ୍ଡି: ମହେନ୍ଦ୍ରଗିରି ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Paralakhemundi, Gajapati | Sep 10, 2025
ମହେନ୍ଦ୍ରଗିରି ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଡି.ଏଲ୍.ଏସ୍.ଏ, ଗଜପତି ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୋର୍ଟର public prosecutor ରାଜେଶ କୁମାର ମିଶ୍ର, ବରିଷ୍ଟ ଆଇନ ଯିବି ଆର୍. ବାବୁ ରାଓ, ଜି. ଚିତି ବାବୁ, ସହାୟକ ଅଭିଯୋଗ ନିର୍ଦ୍ଦେଶକ ଡି. ଅନୁପ କୁମାର, ଏବଂ
Read More News
T & CPrivacy PolicyContact Us