Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ନୂତନ ଜିଲ୍ଲା କୃଷି ଅଧିକାରୀଙ୍କ ବିୟୋଗରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ
Baripada M, Mayurbhanj | Sep 3, 2025
ମୟୁରଭଞ୍ଜ ଜିଲ୍ଲାର ନୂତନ ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବେ ଯୋଗଦାନ କରିଥିବା କମଳ ଲୋଚ଼ନ ନାୟକଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସଂଧ୍ୟାରେ ଇହଧାମ ସେ ତ୍ୟାଗ କରିଛନ୍ତି। ସେ ଗତ ଅଗଷ୍ଟ ୩୦ ତାରିଖ ଦିନ ଜିଲ୍ଲାରେ ନିଜର କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହାପରେ ଶରୀର ଅସୁସ୍ଥ ହେବାରୁ ମୃତ୍ୟୁ ହୋଇଛି।ତାଙ୍କ ବିୟୋଗରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟରେ ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ଶୋକସଭା ଅନୁଷ୍ଠିତ ହୋଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!