Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ୱର ସରକାରୀ ବାସଭବନରେ ଗୋବିନ୍ଦ ସାହୁଙ୍କ ପରିବାର;ଭେଟିବା ପରେ ଗୋବିନ୍ଦ ସାହୁ ଝିଅ ଲିପିକା ରଖିଲେ ପ୍ରତିକ୍ରିୟା
Bhubaneswar M Corp, Khordha | Sep 28, 2025
ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ୱର ବାସଭବନରେ ଗୋବିନ୍ଦ ସାହୁଙ୍କ ପରିବାର। ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାବିପତ୍ର ଦେଲେ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ।ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗୋବିନ୍ଦ ସାହୁ ଝିଅ ଲିପିକାଙ୍କ ବୟାନ। ମମିତା ମେହେରଙ୍କୁ ଯିଏ ମାରିଛି, ସେ ମୋ ବାପାଙ୍କୁ ମାରିଛି। ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ଗୋବିନ୍ଦଙ୍କ ଝିଅ। 'ମୋ ବାପାଙ୍କୁ ମୋହରା ବନା ଯାଇଥିଲା, ସେ ଆତ୍ମହତ୍ୟା କରିନାହାଁନ୍ତି'।' ପୋଲିସ ସହାୟତାରେ ମୋ ବାପାଙ୍କୁ ହତ୍ୟା କରାଯାଇଛି'।
Share
Read More News
T & C
Privacy Policy
Contact Us
Your browser does not support JavaScript!