Install App
harishbhoi
This browser does not support the video element.
ଅମ୍ବାଭୋନା: ଅମ୍ବାଭୋନା ବ୍ଲକ ପି.ଏମ.ଶ୍ରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟ ରେ ଚିତ୍ରାଙ୍କନ,ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ
Ambabhona, Bargarh (Baragarh) | Sep 7, 2025
ଅମ୍ବାଭୋନା ବ୍ଲକ ପି.ଏମ.ଶ୍ରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟ ରେ ଚିତ୍ରାଙ୍କନ,ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ୨୦୨୫ ଦିନବନ୍ଧୁ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ମନୋହର ସାହୁ ପରିଚାଳନା କରିଥିବା ବେଳେ ପରୀକ୍ଷାରେ ସହଯୋଗ କରିଥିଲେ । ବ୍ଲକର ପ୍ରାୟତଃ ଅନେକ ସ୍କୁଲ ରୁ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ। କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ପ୍ରତିଯୋଗିତା ଆଜି 12:30 PM ପର୍ଯ୍ୟନ୍ତ ଜାରିରହିଥିଲା
Share
Read More News
T & C
Privacy Policy
Contact Us
Your browser does not support JavaScript!