Download Now Banner

This browser does not support the video element.

କଟକ ପୌରାଞ୍ଚଳ: ନରସିଂହପୁର ଥାନା ଅଧୀନରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରି ଯୁବକ ଗିରଫ

Cuttack M Corp PS, Cuttack | Sep 8, 2025
କଟକ ଜିଲ୍ଳା ନରସିଂହପୁର ଥାନା ଅଧୀନରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବା ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ନରସିଂହପୁର ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ଖୋର୍ଦ୍ଧା ଜିଲ୍ଲାର ରମାକାନ୍ତ ଭୋଇ। ଅଭିଯୁକ୍ତକୁ ସୋମବାର ଅପରାହ୍ନ ୪.୩୦ ମିନିଟ ସମୟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
Read More News
T & CPrivacy PolicyContact Us