Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଓଡିଶା ସାଂସ୍କୃତିକ ସମାଜ ଭବନ ରେ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sambalpur M, Sambalpur | Sep 4, 2025
ଆସନ୍ତା ୧୭ ତାରିଖ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ମୋଦୀଙ୍କ ଜନ୍ମଦିନ କୁ ଭବ୍ୟ ଓ ବିଶାଳ ଭାବରେ ପାଳନ କରିବା ପାଇଁ ବିଜେପି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ଦିନ ପ୍ରାୟ 12.30 ସମୟରେ ସମ୍ବଲପୁର ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ ଭବନ ଠାରେ ଆୟୋଜିତ ହୋଇଯାଇଛି.। ଏହି ବୈଠକ ରେ ଜିଲ୍ଲା ର ସମସ୍ତ ଜିଲ୍ଲା ସ୍ତରୀୟ ଓ ମଣ୍ଡଳ ସ୍ତରୀୟ ପଦାଧିକାରୀ ଓ ସକ୍ରିୟ ସଦସ୍ୟ ଉପସ୍ଥିତ ଥିଲେ । ବୈଠକ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୁର୍ବତନ ରେଙ୍ଗା
Read More News
T & CPrivacy PolicyContact Us