This browser does not support the video element.
ଢେଙ୍କାନାଳ ସଦର: ଗଁଦିଆ ବ୍ଲକ ସଭାଗୃହ ଠାରେ ଗଁଦିଆକୁ ବ୍ଲକ ଦାବିରେ ସର୍ବଦଳୀୟ ସଭା ଅନୁଷ୍ଠିତ
Dhenkanal Sadar, Dhenkanal | Aug 10, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସଭାଗୃହ ଠାରେ ଆଜି ତା ୧୦।୮ ରିଖ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତହୋଇଯାଇଛି।-ଗଁଦିଆ ବ୍ଲକର ମୁଖ୍ୟ କେନ୍ଦ୍ର ଅବିଭକ୍ତ ଗଁଦିଆ ପଂଚାୟତ କୁ ବିଜ୍ଞାପିତ ଅଂଚଳ ପରିଷଦ (NAC ) ର ମାନ୍ୟତା ପାଇଁ ଆଜି ଗଁଦିଆ ପଞ୍ଚାୟତ ସମିତି ସଭାଗୃହ ଠାରେ ସର୍ବଦଳୀୟ ବୈଠକ ରାଘବ ଚନ୍ଦ୍ର ମହାରଣା ଙ୍କର ତତ୍ୱବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବରିଷ୍ଠ ନାଗରିକ ତଥା ପୋରହଖୋଜ ଗ୍ରାମ ପଂଚାୟତର ପୂର୍ବତନ ସମିତି ସଭ୍ୟ ବିପିନି ବିହାରୀ ସିଂହ ଅଧ୍ୟକ୍ଷତା କରିଥିଲେ।