Download Now Banner

This browser does not support the video element.

କେନ୍ଦୁଝର ସହର: ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ ଏଭଳି ଘଟିଛି ବିଣାଝରୀ ଗ୍ରାମରେ

Kendujhar Town, Kendujhar | Aug 30, 2025
#ବଜ୍ରାଘାତରେ_ଚାଲିଗଲା_ମହିଳାଙ୍କ_ଜୀବନ। ବଡ ଖବର ବଜ୍ରାଘାତ ମହିଳାଙ୍କ ମୃତ୍ଯୁ। ଘଟଗାଁ ଥାନା ମୁକୁନ୍ଦପୁର ପାଟଣା ଗ୍ରାମ ପଞ୍ଚାୟତ ବିଣାଝରୀ ଗ୍ରାମ ଟିକରପଡା ସାହିର କ୍ଷୀରୋଦ ମହାନ୍ତଙ୍କ ସ୍ତ୍ରୀ ବାସନ୍ତୀ ମହାନ୍ତ (48)ଙ୍କ ବଜ୍ରାଘାତରେ ମୃତ୍ଯୁ ଘଟିଛି।
Read More News
T & CPrivacy PolicyContact Us