Download Now Banner

This browser does not support the video element.

ଲାଞ୍ଜିଗଡ: ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଲାଞ୍ଜିଗଡ଼ ଉଚ୍ଚ ବିଦ୍ୟାଳୟର ୨ ଶିକ୍ଷକ ସମ୍ମାନିତ।

Lanjigarh, Kalahandi | Sep 5, 2025
ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଛ ବିଦ୍ୟାଳୟ ଲାଞ୍ଜିଗଡ଼ର ୨ ଜଣ ଶିକ୍ଷକ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି। ରାଜ୍ୟର ଏକମାତ୍ର ବିଦ୍ୟାଳୟ ଯେଉଁଠାରେ ୨ ଜଣ ଶିକ୍ଷକ ନିଜ ନିଜ ବିଷୟରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର ଲୋକସେବା ଭବନ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି।ଏହି ଅବସରରେ ବିଇଓ ରୁଷିଆ ମେହେର,ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର,ବିଇଓ ରୁଷିଆ ମେହେର,ଏବିଇଓ ଭାରତ ଭୁଷଣ ସାହୁ,ସିଆରସିସି ଜଳନ୍ଧର ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।
Read More News
T & CPrivacy PolicyContact Us