This browser does not support the video element.
ଯାଜପୁର: ନିଖିଳ ଉତ୍କଳ ମଧୁବୈସ୍ୟ ସମାଜ ପକ୍ଷରୁ ଦଳା ସ୍ଥିତ କାର୍ଯ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ,ଯୋଗଦେଲେ ବିଧାୟକ
Jajapur, Jajpur | Aug 28, 2025
ନିଖିଳ ଉତ୍କଳ ମଧୁବୈସ୍ୟ ସମାଜ ପକ୍ଷରୁ ଦଳା ସ୍ଥିତ କାର୍ଯ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ,ଯୋଗଦେଲେ ବିଧାୟକ l ଆଜି ବ୍ୟାସନଗର ନିଖିଳ ଉତ୍କଳ ମଧୁବୈସ୍ୟ ସମାଜର ସଭାପତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ମଧୁବୈସ୍ୟ ସମାଜର ବିକାଶ ପାଇଁ ସରକାର ଆରମ୍ଭ କରୁଥୁବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ଦାସନାୟକ ପ୍ରଭୁ ଗଣେଶଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ l ଏହି ଅବସରରେ ନିଖିଳ ଉତ୍କଳ ମଧୁବୈସ୍ୟ ସମାଜର ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ବିଧାୟକଙ୍କୁ ଅବଗତ କରିଥି