Download Now Banner

This browser does not support the video element.

ଝାରସୁଗୁଡା: ବନହରପାଲି ଥାନା ଅନ୍ତର୍ଗତ ମହୁଲପାଲି ସ୍ଥିତ ଏକ ଇଲେକ୍ଟ୍ରି ଦୋକାନରୁ ଚୋରୀ ହୋଇଛି

Jharsuguda, Jharsuguda | Aug 25, 2025
ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ମହୁଲପାଲି ସ୍ଥିତ ଏକ ଇଲେକ୍ଟ୍ରି ଦୋକାନରୁ ଚୋରୀ ହୋଇଛି l ଦୋକାନ ମାଲିକ ତିଲିଆ କଁଟାଟିକିରା ଗ୍ରାମର ଉତ୍ତମ ମୁଣ୍ଡା ଲିଖିତ ଅଭିଯୋଗ ତାଙ୍କ ଦୋକାନରେ ନୂତନ ଇଲେକ୍ଟ୍ରି ସାମାନ ବିକିବା ସହିତ ବିଦ୍ୟୁତ ଚାଳିତ ପୁରୁଣା ପଙ୍ଖା, କୁଲର, ଗ୍ରାଇଣ୍ଡର ଆଦି ମରାମତି କରନ୍ତି । ରବିବାର ରାତିରେ ଦୋକାନ ବନ୍ଦକରି ଘରକୁ ଯାଇଥିଲେ। ସୋମବାର ସକାଲୁ ଦୋକାନକୁ ଆସି ଦେଖୁଲା ବେଳକୁ ଦୋକାନର କବାଟରେ ଲାଗିଥିବା ତାଲା ଖୋଲା ପଡିଥିବା ବେଳେ ୪ଟି ସିଲିଙ୍ଗ ଫେନ୍‌, ୩ଟି ଗ୍ରାଇଣ୍ଡର ଓ ୨୫ ବଣ୍ଡଲ ବିଦ୍ୟୁତ ତାର ନଥିଲା l
Read More News
T & CPrivacy PolicyContact Us