This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଡ଼ଙ୍ଗରଭେଜା ପଞ୍ଚାୟତ ସମିତି ବୈଠକ ଗୃହରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ
Nabarangapur PS, Nabarangpur | Sep 6, 2025
ଡ଼ଙ୍ଗରଭେଜା ପଞ୍ଚାୟତ ସମିତି ବୈଠକ ଗୃହରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ପଞ୍ଚାୟତସମିତି ବୈଠକ ଗୃହ ଠାରେ ୨୦୨୪/୨୫ର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଜନା ର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ନନ୍ଦାହାଣ୍ଡି ବ୍ଲକ ର୧୧ଗୋଟି ପଞ୍ଚାୟତ ର ସମସ୍ତ କାର୍ଯ୍ୟ ର ସମୀକ୍ଷା କରଯାଇଥିଲା ଗୋଟି ଗୋଟି କରି ସମସ୍ତ ପଞ୍ଚାୟତ ର ବ୍ଲକ ସାମାଜିକ ସମୀକ୍ଷକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ହିସାବ ରକ୍ଷକ/ଡାଟା ଧାରୀ ଓ ଭି ଆର ପି ପ୍ରମୁଖ ନିଜ ନିଜର ପଞ୍ଚାୟତ ର ଖର୍ଚ୍ଚ ଓ ବଳକା ହିସାବ କମିଟି ସମୁଖ ରେ ରଖି ଥିଲେ