This browser does not support the video element.
ମହାକାଳପଡା: ରାମନଗର ଠାରେ ମା ଦରିଆ ରାମଚଣ୍ଡୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ
Mahakalapada, Kendrapara | Apr 15, 2024
ମହାକାଳପଡା ନିର୍ବାଚନ ମଣ୍ଡଳୀର ରାମନଗର ଠାରେ ଅବସ୍ଥିତ ମା ଦରିଆ ରାମଚଣ୍ଡୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ପଣା ସଂକ୍ରାନ୍ତିରେ ମା ଙ୍କର ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।ଆଜିର ଏହି ଅବସରରେ ଅପରାହ୍ନ ୩ଘଟିକା ସମୟରେ ମା ଙ୍କର ଏହି ଝାମୁଯାତ୍ରା ରେ ଯୋଗଦେଇଛନ୍ତି ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ।