Download Now Banner

This browser does not support the video element.

କଣ୍ଟାମାଳ: ଡଂଗାଝୋଲ ଗ୍ରାମର ଅଢେଇ ବର୍ଷର ଝିଅ ଲାବଣ୍ୟ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସାମିଲ

Kantamal, Boudh (Bauda) | Sep 9, 2025
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲି ପଦର ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାଝୋଲ ଗ୍ରାମର ଅଢେଇ ବର୍ଷର ଝିଅ ଲାବଣ୍ୟ ପଣ୍ଡା ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସାମିଲ ହୋଇ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି | ସୂଚନା ଅନୁସାରେ ଡ଼ଙ୍ଗାଝୋଲ ଗ୍ରାମର ପ୍ରେମାଂଶୁ ପଣ୍ଡା ଓ ଝରଣା ପଣ୍ଡାଙ୍କ ଝିଅ ଲାବଣ୍ୟ ଏହି ପ୍ରତିଭାର ଅଧିକାରିଣୀ ହୋଇ ପାରିଛନ୍ତି | a ଏ ସମ୍ପର୍କରେ ଆଜି ସନ୍ଧ୍ୟା 5 ଘଣ୍ଟା ସମୟରେ ସୂଚନା ମିଳିଛି l
Read More News
T & CPrivacy PolicyContact Us