Download Now Banner

This browser does not support the video element.

ଫୁଲବାଣୀ ସହର: ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲା ଶିକ୍ଷା ଅଧିକାରୀ

Phulabani Town, Kandhamal | Oct 24, 2024
ଆଜି ତାରିଖ 24/10/2024 ସମୟ ଅପରାହ୍ନ ତିନିଟା ବେଳେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ଚିଠି ମାଧ୍ୟମରେ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ କରିବା ପାଇଁ ନିର୍ଦ୍ଧେଶ ଦେଲେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ।
Read More News
T & CPrivacy PolicyContact Us