Download Now Banner

This browser does not support the video element.

କଣ୍ଟାବାଞ୍ଜି: ବୋରୋବାହାଲ ଗାଁ ଠାରେ ବାଇକ ଦୁର୍ଘଟଣାଗ୍ରସ୍ତ, ଚାଳକ ଗୁରୁତର

Kantabanji, Balangir | Jul 17, 2025
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ଥାନା ବୋରୋ ବାହାଲ ଗାଁ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଚାଳକ ଗୁରୁତର ହୋଇଥିବା ନେଇ ସୁଚନା ମିଳିଛି।
Read More News
T & CPrivacy PolicyContact Us