Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାରଡ଼ାଙ୍ଗୁଆ ଗ୍ରାମ ପୋଖରୀରେ ଯୁବକ ବୁଡ଼ି ନିଖୋଜ ହେବା ଘଟଣା; ୧୫ ଘଣ୍ଟା ପରେ ମୃତଦେହ ହେଲା ଉଦ୍ଧାର

Baripada M, Mayurbhanj | Sep 12, 2025
ଖୁଣ୍ଟା ଥାନା ଅଧିନ ତଥା ବାରଡ଼ାଙ୍ଗୁଆ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀ ପାଣିରେ ନିଖୋଜ ଥିବା ଜନୈକ ୩୫ ବର୍ଷୀୟା ଯୁବକଙ୍କ ମରଶରୀର ନିଖୋଜ ହେବାର ଦୀର୍ଘ ୧୫ ଘଣ୍ଟା ପରେ ଅଗ୍ନୀଶମ ବିଭାଗ ଶୁକ୍ରବାର ସକାଳ ସମୟରେ ଉଦ୍ଧାର କରିଛି।
Read More News
T & CPrivacy PolicyContact Us