This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ଗାଡ଼ିର ପୋଲିସ ପକ୍ଷରୁ କଡ଼ା କଡ଼ି ଯାଞ୍ଚ
Puri M, Puri | Sep 9, 2025
ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ର କଡ଼ା କଡି ଚେକିଂ। ସୂଚନା ମୁତାବକ ଆଜି ରାତି 7 ଘଟିକା ସମୟରେ ପୁରୀ ସହର ର ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଦୁଇ ଚକିଆ ଏବଂ ଚାରି ଚାକିଆ ସହ ବିଭିନ୍ନ ଗାଡ଼ି କୁ ପୁରୀ ପୋଲିସ ର କଡ଼ା କଡି ଚେକିଂ କରୁଥିବାର ଦେଖିବାକୁ ମିଳିଛି। ତେବେ ଆଜିର ନାକା ଏବଂ କଡ଼ା କଡ଼ି ଚେକିଙ୍ଗ ରେ ପୁରୀ ସହର ର ବିଭିନ୍ନ ଥାନାର ଅଧିକାରି ଏବଂ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।