Download Now Banner

This browser does not support the video element.

ହିଞ୍ଜିଳି: ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ହିଞ୍ଜିଳି କାଟୁ ବରିଷ୍ଠ ବିଜେପି ନେତା ଶିଶିର ମିଶ୍ର

Hinjili, Ganjam | Sep 12, 2025
ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ରଙ୍କ ନେତୃତ୍ଵରେ ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ।ପିତଳ ମଣ୍ଡଳ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ସେବାପକ୍ଷ କାର୍ଯ୍ୟକ୍ରମ ରେ ଶିଶିର ମିଶ୍ର,କାର୍ଯ୍ୟକ୍ରତା ମାନଙ୍କୁ ଆସନ୍ତା ତା- ୧୭/୦୯/୨୦୨୫ ରିଖ ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଜନ୍ମ ଦିନ ଠାରୁ ଅକ୍ଟୋବର ୦୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ବିଭିନ୍ନ କାର୍ଯ୍ୟ ପନ୍ଥା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଜୟଦେବ_ଜେନା, ପିତଲ ମଣ୍ଡଳ ସଭାପତି ବିଜୟ ପ୍ରଧାନ,ଉପସ୍ଥିତ ଥିଲ.
Read More News
T & CPrivacy PolicyContact Us