This browser does not support the video element.
ଚମ୍ପୁଆ: ଭଦ୍ରାସାହି ନିକଟରେ ଦୁଇଙ୍କୁ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ
Champua, Kendujhar | Sep 12, 2025
ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ନିକଟରେ ବୁଧବାର ଜଣେ ଯୁବକ ଓ ତାଙ୍କ ସମ୍ପର୍କୀୟଙ୍କୁ ଏକ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିବା ଅଭିଯୋଗରେ ବଡବିଲ ସୁନ୍ଦରାବସ୍ତିର ଜଣେ ବ୍ୟକ୍ତିଙ୍କୁ ବଡବିଲ ପୋଲିସ ଗିରଫ କରିବା ସହ ଖଣ୍ଡା ମଧ୍ୟ ଜବତ୍ କରିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।