Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: ଅବ୍ୟବସ୍ଥା ଘେରର କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ବ୍ଲକ ସ୍ତରୀୟ ଜଣ ଶୁଣାଣି ଶିବିର ଅନୁଷ୍ଠିତ
Kabisuryanagar, Ganjam | Sep 12, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ଆଜି ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତ ରେ ବ୍ଲକ ସ୍ତରୀୟ ଜଣ ଶୁଣାଣି ଅଭିଯୋଗ ଅନୁଷ୍ଠିତ ହୋଇଯାଇଛି.ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା କରି କାହା ସ୍ୱାର୍ଥ ରେ ଆଜିର ଏହି ଜଣ ଅଭିଯୋଗ ଶୁଣାଣି ବୋଲି ପ୍ରଶ୍ନ କରିଛନ୍ତି ଉପସ୍ଥିତ ଥିବା କିଛି ଜଣ ପ୍ରତିନଧି. ଅନ୍ୟପଟେ ବ୍ଲକ ଅଧିକାରୀ ତାଗିଦ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ.
Share
Read More News
T & C
Privacy Policy
Contact Us
Your browser does not support JavaScript!