Download Now Banner

This browser does not support the video element.

ଫୁଲବାଣୀ ସହର: ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ ସମନ୍ୱୟ ସମିତିର ପ୍ରସ୍ତୁତି ବୈଠକ ଫୁଲବାଣୀ ଠାରେ ଅନୁଷ୍ଠିତ

Phulabani Town, Kandhamal | Oct 26, 2024
ଆଜି ତାରିଖ 26/10/2024 ସମୟ ଅପରାହ୍ନ ଚାରିଟା ବେଳେ କନ୍ଧମାଳ ଜିଲ୍ଲା କର୍ମଚାରୀ କଲ୍ୟାଣ ସମନ୍ୱୟ ସମିତିର ଜିଲ୍ଲା ସ୍ତରୀୟ ବୈଠକ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା କାଲି ହେବାକୁ ଥିବା ଜିଲ୍ଲା ସ୍ତରୀୟ ବୈଠକ କିଭଳି ସଫଳ ହେଇ ପାରିବ ସେନେଇ ଆଲୋଚନା ହୋଇଛି।
Read More News
T & CPrivacy PolicyContact Us