Download Now Banner

This browser does not support the video element.

ଅନୁଗୋଳ: ଟିକିରାନଦୀରେ ତିଆରି ହୋଇଥିବା ପୋଲ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Anugul, Angul | Aug 27, 2025
କଣିହାଁ ବ୍ଲକ ପଟାଖମଣ ଗ୍ରାମ ନିକଟର ଦେଇ ଯାଇଥିବା ଟିକିରା ନଦୀରେ ଡ଼ିଏମଏଫ ପାଣ୍ଠିରୁ ନିର୍ମିତ ହୋଇଥିବା ‘ଟିକିରା ନଦୀ ବ୍ରିଜ’ର ଉଦଘାଟନ କଲେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାପାଳ, ଅନୁଗୋଳ ବିଧାୟକ, ଛେଣ୍ଡିପଦା ବିଧାୟକ, ପାଲଲହଡ଼ା ବିଧାୟକ ଏବଂ ବହୁ ବିଜେପି ନେତା ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us