Install App
usr04050397
This browser does not support the video element.
କେନ୍ଦୁଝର ସହର: ପଳାସପୋଖରୀ ଠାରେ ଶ୍ରୀରାମ ସ୍ପୋର୍ଟିଙ୍ଗ କ୍ଲବ ଦ୍ୱାରା ଆୟୋଜିତ ଫୁଟବଲ ପ୍ରତିଯୋଗିତାରେ ଯୋଗଦେଲେ ଡି ଏଫଓ
Kendujhar Town, Kendujhar | Aug 31, 2025
ଆଜି ସଦର ବିଧାନସଭାର ପଳାସପୋଖରୀ ଠାରେ ଶ୍ରୀରାମ ସ୍ପୋର୍ଟିଙ୍ଗ କ୍ଲବ ଦ୍ୱାରା ଆୟୋଜିତ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରେ ଡ଼ି ଏଫଓ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!