Download Now Banner

This browser does not support the video element.

ଚମ୍ପୁଆ: ରୁଗୁଡି ଅଞ୍ଚଳରେ ଅବକାରୀ ଚଢାଉ, ୧୦୩ ଲିଟର ମଦ ଜବତ ସହ ୨ ଗିରଫ

Champua, Kendujhar | Sep 12, 2025
ଚମ୍ପୁଆ ଅବକାରୀ ନିରୀକ୍ଷକ ଶ୍ରୀ ଏଚ ଜଗ୍ଗା ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ରୁଗୁଡି ଥାନା ଅଂଚଳରେ ଚଢାଉ କରା ଯାଇଥିଲା। ଏହି ଚଢ଼ାଉରେ ମୋଟ ୧୦୩ ଲିଟର ମଦ ଜବତ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us