Install App
shantanupanda7
This browser does not support the video element.
ବଡସାହି: ବଣୁଆହାତୀଙ୍କ ଉପଦ୍ରବରେ ଅତିଷ୍ଠହୋଇ ବେତନଟୀ ରେଞ୍ଜଅଫିସରେ ଦାବିପତ୍ର ପ୍ରଦାନକଲେ ଅଞ୍ଚଳବାସୀ, ସ୍ଥାୟୀ ସମାଧାନ ନହେଲେ ରାସ୍ତାରୋକ ଚେତାବନୀ
Barsahi, Mayurbhanj | Sep 9, 2025
ବଣୁଆହାତୀଙ୍କ ଉପଦ୍ରଵ ଏବଂ କ୍ଷୟକ୍ଷତିରେ ଅତିଷ୍ଠ ଅଞ୍ଚଳବାସୀ ଏବଂ କ୍ଷତିଗ୍ରସ୍ତ ଚାଷୀ ମଙ୍ଗଳବାର ଅପରାହ୍ନ ୪ଟାରେ ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ହାତୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ସମସ୍ୟାର ସମାଧାନ ନହେଲେ ବାରିପଦା -ଚିତ୍ରଡା ରାଜ୍ୟରାଜପଥ ଅବରୋଧ କରିବା ନେଇ ସ୍ପଷ୍ଟ ଚେତାବନୀ ଦେଇଛନ୍ତି l ବେତନଟୀରେଞ୍ଜ ଅଧୀନରେ ବଣୁଆ ହାତୀଙ୍କ ଉପଦ୍ରବ ବର୍ଷତମାମ ରହିଥିବାରୁ ଲୋକେ ଅତିଷ୍ଠ ହୋଇପଡିଲେଣି l
Share
Read More News
T & C
Privacy Policy
Contact Us
Your browser does not support JavaScript!