This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ଥାନା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୧ ବୃନ୍ଦାବନ ଚନ୍ଦ୍ର ପୁର ସାଶନ ଜଣେ ବୃଦ୍ଧା ସାପ କାମୁଡ଼ାରେ ମୃତ୍ୟୁ
Kabisuryanagar, Ganjam | Sep 5, 2025
ଗଞ୍ଜାମ ଜିଲ୍ଲା ରେ ଵର୍ତମାନ ସମୟରେ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି. ପ୍ରଶାସନ ନିରବ, ଚିନ୍ତାରେ ଜନସାଧାରଣ, ବାରମ୍ବାର ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସ୍ୱାସ୍ଥ୍ୟ ସେବା ଉପରେ ଉଠିଛି ପ୍ରଶ୍ନ. ସେହିପରି ଆଜି କବିସୂର୍ଯ୍ୟନଗର ଥାନା ବୃନ୍ଦାବନ ଚନ୍ଦ୍ର ପୁର ସାଶନ ଜଣେ ମହିଳାଙ୍କୁ ସାପ କାମୁଡି ଥିବା ବେଳେ ପ୍ରଥମେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର.