This browser does not support the video element.
ବୌଦ୍ଧ ସଦର: ବୌଦ୍ଧ ପ୍ରଜାପିତା ବ୍ରହ୍ମା କୁମାରୀ କେନ୍ଦ୍ରରେ ମେଗା ରକ୍ରଦାନ ଶିବିର ଉଦଘାଟିତ
Baudh Sadar, Boudh (Bauda) | Aug 24, 2025
ରବିବାର ଦିନ ବୌଦ୍ଧ ପ୍ରଜାପିତା ବ୍ରମ୍ହା କୁମାରୀ କେନ୍ଦ୍ରରେ ଆନ୍ତର୍ଜାତୀୟ ଭ୍ରାତୃତ୍ୱ ଦିବସ ତଥା ରାଜଜୋଗୀନି ଦାଦି ପ୍ରକାଶ ମଣିଙ୍କ 18 ତମ ପୁଣ୍ଯ ତିଥିରେ ଏକ ମେଗା ରକ୍ରଦାନ ଶିବିର ଉଦଘାଟିତ ହୋଇ ଯାଇଛି l ଅତିରିକ୍ତ ଜିଲ୍ଲା ଚିକିତ୍ସl ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଭଞ୍ଜ କିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ, ସମାଜସେବୀ ଇଂ ସଞ୍ଜୟ କୁମାର ପଣ୍ଡା, ମଙ୍ଗୁତୁରାମ ଅଗ୍ରୱାଲ, ଦେବାଶିଷ ପୁରୋହିତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ |