Download Now Banner

This browser does not support the video element.

ସୁନ୍ଦରଗଡ ସହର: ଏକଲବ୍ୟ ମଡେଲ ସ୍କୁଲର ଜଣେ ଶିକ୍ଷକ ନିର୍ଦ୍ଦିଷ୍ଟ ଛାତ୍ରୀଙ୍କୁ ଅସଦାଚରଣ ପ୍ରଦର୍ଶନ କରି ଟାଉନ ପୋଲିସ ଦ୍ବାରା DWO ଙ୍କ ଅଫିସ ସମ୍ମୁଖରୁ ଗିରଫ

Sundargarh Town, Sundargarh | Sep 12, 2025
ଆଜି ସେପ୍ଟେମ୍ୱର 12 ତାରିଖ ଶୁକ୍ରବାର ଅପରାହ୍ନରେ 4:45 ରେ ଟାଉନ ପୋଲିସ ସଂପୃକ୍ତ ଶିକ୍ଷକଙ୍କ ମୋବାଇଲ ଟ୍ରାକିଂ କରି ତାଙ୍କ DWO ବା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଗିରଫ କରିଛନ୍ତି। ଗିରଫ ଶିକ୍ଷକ ଜଣଙ୍କ ହେଲେ ଭୀଷ୍ମ ଦେବ ବାଘ। ଗୁରୁ ଓ ଶିଷ୍ୟ ସମ୍ପର୍କରେ କଳା ଦାଗ ଲଗାଇ ସେ ଗିରଫ ହୋଇଛନ୍ତି। ବିଦ୍ୟାଳୟର ଜଣେ ନାବାଳିକାଙ୍କୁ ତାଙ୍କ ଇଛା ବିରୁଦ୍ଧରେ ବାରମ୍ବାର ପ୍ରେମ ନିବେଦନ କରିବା, ତାଙ୍କୁ ଅପ୍ରୀତିକର ମେସେଜ ଦେବା, ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ନେଇ ଧମକ ଦେବା ଏପରିକି ଶ୍ରେଣୀ ଗୃହରେ ତାଙ୍କୁ ଆକ୍ଷେପ କରିବା ବା ଅଧିକ ନିକଟତର ହେବା ଭଳି ଆଚର
Read More News
T & CPrivacy PolicyContact Us