Download Now Banner

This browser does not support the video element.

ଅନୁଗୋଳ: ଜିଲ୍ଲାରେ ସାରର କଳାବଜାରୀ ବନ୍ଦ କରି ସବସିଡିରେ ଆବଶ୍ୟକ ସାର ଯୋଗାଇଦେବା ପାଇଁ ଏଆଇକେକେଏମଏସ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ

Anugul, Angul | Sep 1, 2025
ସାରର କଳାବଜାରୀ ବନ୍ଦ କରି ପ୍ରତି ପଞ୍ଚାୟତରେ ସରକାରୀ ଦୋକାନ ମାଧ୍ୟମରେ ସବ୍ସିଡିରେ ଆବଶ୍ୟକ ମୁତାବକ ସାର ଯୋଗାଇଦେବା, ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ସାରର ଅସାଧୁ କଳାବଜାରୀ ବ୍ୟବସାୟୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା, ହାତୀ, ମାଙ୍କଡ, ବାର୍ହା ଓ ବୁଲା ଷଣ୍ଢ ଉପଦ୍ରବରୁ ଫସଲ ଓ ଧନଜୀବନର ରକ୍ଷା କରିବାକୁ ବାସ୍ତବ ପଦକ୍ଷେପ ନେବା, ଯୁଦ୍ଧକାଳୀନ ଭିତ୍ତିରେ ଅଚଳ ଉଠାଜଳସେଚନ ପଏଣ୍ଟ ଓ ଚେକ୍ଡ୍ୟାମ୍ ଗୁଡିକର ମରାମତି କରିବା, ବହୁ ପ୍ରତିକ୍ଷିତ ସୁରେଶ୍ୱରୀ, ଧଉରାଗୋଠ, ଢୋଲଢ଼ୁମୁରି, କାଣିଘାଇ, ଚୁଡାଖିଆ ଆଦି ଜଳସେଚନ ଯୋଜନା ଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରି
Read More News
T & CPrivacy PolicyContact Us