This browser does not support the video element.
କଣ୍ଟାମାଳ: ରେକଡୋଳ ଗ୍ରାମରେ ଜମିବାଡ଼ି ପାଇଁ ଗଣ୍ଡଗୋଳ ବୃଦ୍ଧ ମହିଳାକୁ ଆକ୍ରମଣ କରି ଯୁବକ ଗିରଫ
Kantamal, Boudh (Bauda) | Sep 9, 2025
ଜମିବାଡ଼ି ପାଇଁ ଗଣ୍ଡଗୋଳ ବୃଦ୍ଧ ମହିଳାକୁ ଆକ୍ରମଣ କରି ଯୁବକ ଗିରଫ କଣ୍ଟାମାଲ ବ୍ଲକ ଘଣ୍ଟାପଡା ଥାନା ରେକଡୋଳ ଗ୍ରାମର ପ୍ରେମଶିଳା ବିଭାର ଓ ବେଣୁଧର କହ୍ନର ଉଭୟ ପରିବାର ମଧ୍ୟ୍ୟରେ ଦୀର୍ଘଦିନ ରୁ ଜମିବାଡ଼ି ବିବାଦ ଲାଗିରହିଛି I ତେବେ ଗତ23 ତାରିକ ବିଲରେ ପ୍ରେମଶିଳା ଘାସ ଉପାଡୁଥିବା ସମୟ ଗ୍ରାମର ବେଣୁଧର ଗାଳିଗୁଲଜ ସହ ଆକ୍ରମଣ କରିଥିଲା ଫଳରେ ଗୁରୁତର ଅବସ୍ଥା ରେ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତିହୋଈଥିଲେ ପ୍ରେମଶିଳା I ତେବେ ଘଣ୍ଟାପଡା ଥାନା ରେ ଅଭିଯୋଗ ପରେ ମାମଲା ରୁଜୁ କରିତଦନ୍ତ କରୁଥିଲା ପୋଲିସ I ଗତ କାଲି ଉକ୍ତଯୁବକ କୁ ଗିରଫ କରିଥିବା ବେଳେ ଆଜି ଅପରାହ୍ନ 3ଘଣ୍ଟା ସମୟ ରେ