This browser does not support the video element.
ପାରଳାଖେମୁଣ୍ଡି: ଓଡ଼ିଶା ସିଭିଲ ସର୍ଭିସେସ୍ ରେ ଗଜପତିରୁ ୪ ଜଣ ଉତ୍ତୀର୍ଣ୍ଣ
Paralakhemundi, Gajapati | Sep 28, 2025
ଓଡ଼ିଶା ସିଭିଲ ସର୍ଭିସେସ୍ ରେ ଗଜପତି ଜିଲ୍ଲାକୁ ବଡ଼ ସଫଳତା ମିଳିଛି, ଜିଲ୍ଲାର ୪ଜଣ କୁର୍ତ୍ତିତ୍ବ ହାସଲ କରିଥିବା ବେଳେ ଏଥିରୁ ୩ ଜଣ ଝିଅ । ଜନ୍ମଭୂମି ର ଗୌରବ ବଢାଇ ଥିବା ଏହି ୪ଜଣ ହେଲେ ଗୋଷାଣି ବ୍ଲକ ଗୁରାଣ୍ଡିର ପୂଜା ସାମଲ (୧୫୭) ଓ ସୌରା ରାଉତପୁରର ପ୍ରଜୁକ୍ତା ଶବର (୩୭୮) । ସେହିପରି ରାୟଗଡ଼ ବ୍ଲକର ତାଲମୁଣ୍ଡାର ଅଭିୟୋମ ମଣ୍ଡଳ (୩୦୨) ଓ ରା. ଉଦୟଗିରି ବ୍ଲକ ମୁରେଇସାହି ର ଦୀପ୍ତିରାଣୀ ନାୟକ (୩୩୨) ମଧ୍ଯ ଚଳିତ ବର୍ଷ ର ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରି ଗଜପତି ଜିଲ୍ଲା କୁ ଗୌରବର ମୁହୂର୍ତ୍ତ ଉପହାର