This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲାକୁ ୟଲେ ୱାର୍ଣ୍ଣି ଜାରି
Sambalpur M, Sambalpur | Sep 4, 2025
ସମ୍ବଲପୁର ଜିଲ୍ଲାକୁ ଏଲେ ୱାର୍ଣ୍ଣି ଜାରି କରିଛି ରାଜ୍ୟ ପାଣିପାଗ ଵିଭାଗ ଜିଲ୍ଲାରେ ଆସନ୍ତା 5ତାରିଖ ପାଇଁ ଜିଲ୍ଲା କୁ ରେଡ ୱାର୍ଣ୍ଣ ଜାରି କରାଯାଇଛି l ସେପଟେ ଜିଲ୍ଲା ରେ ବିଜୁଳି ଘଡଘଡି ମାରିବା ସହ 30 ରୁ 40 କିଲେମିଟର ବେଗ ରେ ପବନ ବୋହିବା ନେଇ ଆଜି ଦିନ 1ଟାରେ ସୂଚନା ମିଳିଛି l