Install App
sambalpurupdate
This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଟାଙ୍ଗରପାଲି ଠାରେ ଥିବା ଗୋଚର ଜମି ରେ ରାସ୍ତା ନିର୍ମାଣ କୁ ବିରୋଧ କରି ଅଞ୍ଚଳବାସୀହେଲେ ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ଥ
Sambalpur M, Sambalpur | Aug 22, 2025
ମହାନଗର ନିଗମ ଅନ୍ତର୍ଗତ ଟାଙ୍ଗରପାଲି ଠାରେ ଥିବା ଗୋଚର ଜମି ରେ ରାସ୍ତା ନିର୍ମାଣ କୁ ବିରୋଧ କରି ଅଞ୍ଚଳବାସୀ ଜ଼ିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ 12 ଟା ସମୟରେ ଟାଙ୍ଗରପାଲି ଅଞ୍ଚଳରେ ଥିବା ଏକ ଗୋଚର ଜମି ଉପରେ କିଛି ବ୍ୟକ୍ତି ରାସ୍ତା ନିର୍ମାଣ କରୁଛନ୍ତି l ଆଉ ଏକ ରାସ୍ତା ଥିବା ସତ୍ୱେ ଗୋଚର ଜମି ଉପରେ ଯୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଥିବା ନେଇ ଆଜି ଜ଼ିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l ଯଦି ଏହି କାର୍ଯ୍ୟକୁ ତୁରନ୍ତ ରୋକା ନଯାଏ ତାହେଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ କହିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!