Download Now Banner

This browser does not support the video element.

ବାଙ୍କୀ: ବାଙ୍କୀ ଥାନାକୁ ଗସ୍ତ କଲେ ଛାତ୍ର ଓ ଛାତ୍ରୀ, ଥାନାର କାର୍ଯ୍ୟ ବୁଝାଇଲେ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂହ

Banki, Cuttack | Apr 3, 2025
ମାଧ୍ୟଣ୍ଣ ରେ ବାଙ୍କୀ ଥାନା ପରିଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ।ପୋଲିସ ଅଧିକାରୀମାନେ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ସମ୍ମୁଖୀନ ହେଉଥିବା ଭୂମିକା, ଦାୟିତ୍ୱ ଏବଂ ଆହ୍ୱାନ ବିଷୟରେ ସେମାନଙ୍କୁ ପରିଚିତ କରାଇଥିଲେ ଗ୍ରାମାଞ୍ଚଳ ଏସ୍ପି। ସେହିପରି ପୋଲିସ ବ୍ୟବହାର କରୁଥିବା ଗ୍ୟାଜେଟ୍ ସହିତ ପରିଚିତ କରାଯାଇଥିଲା।
Read More News
T & CPrivacy PolicyContact Us