Download Now Banner

This browser does not support the video element.

କଣ୍ଟାମାଳ: ମନମୁଣ୍ଡା ରେ ଏକପେଡ ମା କେ ନାମ ସଚେତନତା ଶୋଭାଯାତ୍ରା ଯୋଗଦେଲେ ବିଧାୟକ ଓ BDO

Kantamal, Boudh (Bauda) | Sep 13, 2025
ମନମୁଣ୍ଡା ରେ ଏକପେଡ ମା କେ ନାମ ସଚେତନତା କାର୍ଯ୍ୟକ୍ରମ ଆଜି କଣ୍ଟାମାଲ ପଂଚାୟତ ସମିତି ପକ୍ଷରୁ ମନମୁଣ୍ଡା ସ୍କୁଲରେ ଆରମ୍ଭ ହୋଈଥିଲା ଏକ ପେଡ ମା କେ ନାମ 2.0 ଜନସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ I ଏକ ରାଲି ଅନୁଷ୍ଠିତ ହୋଈଛି I ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ କଣ୍ଟାମାଲ ବିଧାୟକ ଯୋଗଦେଇଥିବା ବେଳେ କଣ୍ଟାମାଲ BDO ଉପସ୍ଥିତ ରହିଥିଲେ I ଏହି ସଚେତନତା ଶୋଭାଯାତ୍ରା ସ୍କୁଲ ଛାତ୍ର ଛାତ୍ରୀ ଅଙ୍ଗନବାଡି କର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସାମିଲ ହୋଈଥିବା ଦେଖିବାକୁ ମିଲିଛି I
Read More News
T & CPrivacy PolicyContact Us