Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ବେଆଇନ ଭାବେ ଚାଲାଣ ବେଳେ ବିପୁଳ ପରିମାଣର ବିଦେଶୀ ମଦ ରବିବାର ଜବତ କରିଛି ଚାଉଳିଆଗଞ୍ଜ ପୁଲିସ। ଏହି ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଛି।
Cuttack M Corp PS, Cuttack | Aug 31, 2025
ବେଆଇନ ଭାବେ ଚାଲାଣ ବେଳେ ବିପୁଳ ପରିମାଣର ବିଦେଶୀ ମଦ ରବିବାର ରାତି ୯ଟାରେ ଜବତ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ। ଏହି ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଛି। ଅଭିଯୁକ୍ତଦ୍ୱୟ ହେଲେ ଗୋବିନ୍ଦପୁର ଥାନା ଅଞ୍ଚଳର ଦେବ ରଞ୍ଜନ ପାତ୍ର ଓ ସୋଏଲ ମଲ୍ଲିକ। ମଦ ସହିତ ଏକ ମିନିଟ୍ରକକୁ ଜବତ କରାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!