Download Now Banner

This browser does not support the video element.

ଝାରସୁଗୁଡା: ଦଳଗାଁ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ

Jharsuguda, Jharsuguda | Aug 21, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଦଳଗାଁ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ କଲେ ଅଶାଳୀନ ବ୍ୟବହାର l ଦଳଗାଁ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଜୟ ବେହରା ଛାତ୍ରୀ ମାନଂକୁ ଯୌନ ଉଦପିଡ଼ନା ଦେଇଥିବା ନେଇ ହୋଇଛି ଅଭିଯୋଗ l ଅଭିଯୋଗ ମିଳିବା ପରେ ବନହରପାଲି ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ଆଜି ଗୁରୁବାର ଅପରାହ୍ନ ୫ ଟା ରେ ସୂଚନା ମିଳିଛି l ସୂଚନା ଅନୁଯାୟୀ ଦଳଗାଁ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଛାତ୍ରୀ ମାନଂକୁ ଆଶାଳୀନ ବ୍ୟବହାର କରୁଥିବା ନେଇ ବିଦ୍ୟାଳୟର ଛାତ୍ରୀ ମାନେ WEO ଙ୍କ ନିକଟରେ ଅଭିଯୋଗ କରିଥିଲେ l
Read More News
T & CPrivacy PolicyContact Us