This browser does not support the video element.
ଅନୁଗୋଳ: ସିପିପି ଗେଟ୍ ସମ୍ମୁଖରେ ଟ୍ରକ ସହିତ ବାଇକ୍ ଦୁର୍ଘଟଣା
Anugul, Angul | Sep 8, 2025
ଅନୁଗୋଳ ଜିଲ୍ଲା ନାଲକୋ ସିପିପି ଗେଟ ସାମ୍ନାରେ ଦୁର୍ଘଟଣାରେ ଅଳ୍ପକେ ବର୍ତିଲେ ବାଇକ ଚାଳକ ରାଜେନ୍ଦ୍ର ଖୁଣ୍ଟିଆ(ରାଜୁ)। ଟ୍ରକ ଚାଳକକୁ ଲୋକମାନେ କାବୁ କରିଥିବା ସୂଚନା ମିଳିଛି। ବାଇକଟି ଭାଙ୍ଗି ଯାଇଥିବା ବେଳେ ବାଇକ୍ ଚାଳକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି।