Install App
harishbhoi
This browser does not support the video element.
ସୋହେଲା: ବେହେରାପାଲୀ ଓ ଦମକିପାଲୀ ସ୍କୁଲ ର ଛାତ୍ରଛାତ୍ରୀଙ୍କୁ ଆଜି ସ୍କୁଲ ପୋଷାକ ବଣ୍ଟନ ସମୟରେ CRCC ଓ SHG ଗ୍ରୁଫ ର ସଦସ୍ଯା ଉପସ୍ଥିତ ଥିଲେ
Sohela, Bargarh (Baragarh) | Sep 9, 2025
ଆଜି ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବେହେରାପାଲି ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦମକିପାଲି ଠାରେ 2 PM ରୁ 5.PM.ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସି ଆର ସି ସି କେଦାରନାଥ ସାହୁ ଏହି ପୋଷାକ ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଦମକିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମଚନ୍ଦ୍ର ବେହେରା ତଥା ଏସ ଏଚ୍ ଜି ଗୃପର ସଦସ୍ଯା ମାନେ ଉପସ୍ଥିତ ଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!