Download Now Banner

This browser does not support the video element.

ଯାଜପୁର: ପାଣିକୋଇଲି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଚନ୍ଦ୍ରୟାନ-୩ ସଫଳତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ସାଂସଦ

Jajapur, Jajpur | Aug 23, 2025
ପାଣିକୋଇଲି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ଅବସରରେ ଚନ୍ଦ୍ରୟାନ-3 ସଫଳତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ l ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଅତିଥିଭାବେ ଯୋଗଦେଇ ଜାତୀୟ ମହାକାଶ ଦିବସ ଉପରେ ଆଲୋଚନା କରିଥିଲେ l ବିଶେଷ ଭାବରେ ସାଂସଦ ଶ୍ରୀ ବେହେରା ଦେଶର ବୈଜ୍ଞାନିକ ମାନେ କିଭଳି ଚନ୍ଦ୍ରୟାନ-3 କିଭଳି ସଫଳତା ପାଇଥିଲେ ଛାତ୍ର ଛାତ୍ରୀଙ୍କୁ ଅବଗତ କରିଥିଲେ l
Read More News
T & CPrivacy PolicyContact Us